Write A Guest Post In OllyWood360.Com
ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ଙ୍କୁ ମୋର ଅନ୍ତର ନମସ୍କାର. ଆପଣ ମାନଙ୍କୁ OllyWood360.Com ୱେବ୍ସାଇଟକୁ ସ୍ୱାଗତ ଜଣାଉଛି.
ଆପଣମାନେ ଏହି ୱେବ୍ସାଇଟରେ କିଛି ପୂର୍ବଲିଶ(Publish) କରିବାକୁ ଚାହୁଁଛନ୍ତି ତେବେ ଆପଣମାନେ ବିନା ମୂଲ୍ୟରେ ଲେଖି ପାରିବେ. ଆମେ ଗ୍ରହଣ କରୁଥିବା ପୋଷ୍ଟ ହେଉଛି ଓଡ଼ିଆ ଗୀତ ଲ୍ୟରିସସ, ଓଡ଼ିଆ ଶାୟାରୀ, ଓଡ଼ିଆ ଜୋକ, ଓଡ଼ିଆ ମଜାକଥା, ଷ୍ଟାର ମାନଙ୍କ ବିଓଗ୍ରାଫୟ, ରେସିପି, ଓଡ଼ିଆ ଗପ, ନିଜ ଲେଖା କବିତା,ଗୂଡ଼ ମର୍ନିଙ୍ଗ ଓ ଗୂଡ଼ Night ଚିତ୍ର କିଛି ଲେଖା ସହିତ,ଇତ୍ୟାଦି.
ନୋଟ:- ଏହା ସମ୍ପୂର୍ଣ ମାଗଣା ଅଟେ ଏଥିପାଇଁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ (Free Of Cost)
ପୋଷ୍ଟ ଲେଖିବା ଶୈଳୀ (Writing Skill):-
୧.ପୋଷ୍ଟଟି ଇଂଲିଶରେ ହୋଇଥିବା ଦରକାର.(ଓଡ଼ିଆ ୱର୍ଡ କିନ୍ତୁ ଇଂଲିଶ ଲେଖା )
୨. ଆପଣଙ୍କ ନାମ,ଠିକଣା, ଫୋଟୋ ଦେବା ଦରକାର(ପୋଷ୍ଟ ରେ ରହିବ ଆପଣ ଙ୍କ ଫୋଟୋ ଓ ନାମ)
୩. ଠିକ ଭାଷା ହୋଇଥିବା ଦରକାର.
ପୋଷ୍ଟ ଦେବାର Gmail:- Ollywoodn360@gmail.com
Every Year 3 Writer Should be Awarded.
Write Guest post Ollywood360.Com